ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ୫ଲକ୍ଷ ଟଙ୍କା ଲୁଟ

ଅଷ୍ଟିନ ନ୍ୟୁଜ ତା-୧୩-୦୯-୨୦୨୩ ବ୍ୟାଙ୍କରେ ଟଙ୍କା ଜମା କରିବାକୁ ଯାଉଥିବା ବେଳେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ୫ଲକ୍ଷ ଟଙ୍କା ଲୁଟ ହେବାର ୩୬ ଘଣ୍ଟା ପରେ ବି ପୁଲିସ ହାତ ଖାଲି | ଲୁଟରେ ସମ୍ପୃକ୍ତ ଦୁବୃର୍ତ୍ତଙ୍କୁ ପୁଲିସ ଗିରଫ କରିପାରିନାହିଁ | ଗତକାଲି ଚଣ୍ଡିଖୋଲ-ଡ଼ୁବୁରୀ ଜାତୀୟ ରାଜପଥର ବରଡା ଛକ ନିକଟରେ ଥିବା ୟୁପି ପେଟ୍ରୋଲ ପମ୍ପର ପରିଚାଳକ ଉଦୟଭାନୁ ସାହୁ ଓ କର୍ମଚାରୀ ସୁଶାନ୍ତ ପାତ୍ର ଏକ ବାଇକରେ ୫ ଲକ୍ଷ ୧୪ହଜାର … Continue reading ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ୫ଲକ୍ଷ ଟଙ୍କା ଲୁଟ